ବିଶ୍ୱାସ ର ସହିତ
ପୂଜା କର ସାହିତ୍ୟକୁ
ବ୍ୟାପକ କର ତୁମର
ଅନ୍ତର୍ନିହିତ ଭାବନାକୁ
ନିଜର ସ୍ବାର୍ଥ ଭାବନା ଠାରୁ
ଦୂରେଇ ରୁହ
କର ସାହିତ୍ୟ ସାଧନ
ପ୍ରତିଷ୍ଠିତ ହେବ ତୁମେ
ଲଭିବ ଲେଖକ ସମ୍ମାନ
ଅନୁଶୀଳନ କର
ଉଚ୍ଚକଂକ୍ଷା ଉଚ୍ଚଶିକ୍ଷା
ଅ ନ୍ତର୍ଣିହିତ ଭାବନାକୁ
କାରିଉଜିବିତ
ନିର୍ଣ୍ଣାୟକ ହୁଅ ନିଃସ୍ୱାର୍ଥର
ପ୍ରାପ୍ତ ହେବସମ୍ମାନ ମାନପତ୍ର
ଅନୁଗ୍ରହର ସହ ଅନୁଭବ କର
ଆତ୍ ମ୍ ବିଶ୍ୱାସ ର ସହ
କର ସାହିତ୍ୟ ସାଧନା
ସକାରାତ୍ମକ ଚିନ୍ତନ କର
ପ୍ରଶମିତ ହେବା ଦିବ୍ୟଜ୍ଞାନ
କନ୍ଧେ ବୋହିଛି ମୁଁ
ସାହିତ୍ୟ ର ଭାର
ଲୋଡା ନାହିଁ ମାନପତ୍ର
ଉପାଧି ମୋହର
ଲେଖିକା ଟିଏ ହୋଇ
କରିବି ସାହିତ୍ୟ ର ପ୍ରଚାର
ରଶ୍ମିତା ଦାସ
ଭଗାରିମ, ଭଦ୍ରକ


0 Comments